ARTICLE AD BOX
MP Dharmendra Pradhan's Quick Action on Student Admission Issue in Deogarh | Education For All | Argus News ପାଉଡ଼ି ଭୂୟାଁ ସଂପ୍ରଦାୟର କେହି ଯୋଗ୍ୟ ଛାତ୍ରଛାତ୍ରୀ ସ୍କୁଲ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ । ନିର୍ଦ୍ଧାରିତ ବୟସରେ ଯେମିତି ସେମାନେ ନିର୍ଦ୍ଦିଷ୍ଟ ଶ୍ରେଣୀରେ ନାମ ଲେଖାଇପାରିବେ । ଏହି କଥାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଦେବଗଡ଼ ଗସ୍ତବେଳେ କଟେଇସାହି ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି ସାଂସଦ । କୁନି ପିଲାଙ୍କୁ କୋଳରେ ବସାଇ ସେମାନଙ୍କ ସହ ସୁଖ ଦୁଃଖ ହୋଇଛନ୍ତି । No deserving student from the Pawdiya Bhuyan community will be deprived of school education. As soon as they are enrolled in a specific class at the prescribed age, they will be able to do so. Sambalpur MP Dharmendra Pradhan has directed to ensure this. During his visit to Deogarh, the MP visited the Anganwadi center at Kateisahi. He held a child in his lap and shared his joys and sorrows with them. #DharmendraPradhan #EducationForAll #DeogarhNews #PauriBhuyan #StudentAdmission #ProactiveLeadership #OdishaEducation #AnganwadiVisit #SambalpurMP #EmpoweringChildren #TribalDevelopment #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
8


