Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_hod9d5mopcmenmvr8thrhr4ic4, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Murder: ସ୍ତ୍ରୀକୁ ପିଟିପିଟି ମାରିଲା ସ୍ବାମୀ, ବାଡ଼ିରେ ପୋତି ଦେଇଥିଲା - CGPT.IN

Murder: ସ୍ତ୍ରୀକୁ ପିଟିପିଟି ମାରିଲା ସ୍ବାମୀ, ବାଡ଼ିରେ ପୋତି ଦେଇଥିଲା

59 minutes ago 1
ARTICLE AD BOX

ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗ୍ରାମ ଯୁଆଙ୍ଗ ସାହିରେ ଗତକାଲି ରାତିରେ କୌଶଲ୍ୟା ପଧାନଙ୍କୁ ତାଙ୍କ ସ୍ୱାମୀ ଗିରିଶ ପଧାନ ପିଟିପିଟି ମାରିଥିଲେ। ସେ ମରିଯିବାରୁ ତାଙ୍କୁ ଘର ପଛପଟ ବାଡ଼ିରେ ପୋତି ଦେଇଥିଲା।

 (sambad.in) husband kills wife, arrested by police Photograph: (sambad.in)

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗ୍ରାମ ଯୁଆଙ୍ଗ ସାହିରେ ଗତକାଲି ରାତିରେ କୌଶଲ୍ୟା ପଧାନଙ୍କୁ ତାଙ୍କ ସ୍ୱାମୀ ଗିରିଶ ପଧାନ ପିଟିପିଟି ମାରିଥିଲେ। ସେ ମରିଯିବାରୁ ତାଙ୍କୁ ଘର ପଛପଟ ବାଡ଼ିରେ ପୋତି ଦେଇଥିଲେ।

ଅଭିଯୁକ୍ତ ସ୍ୱାମୀ ଗିରଫ

ଗ୍ରାମବାସୀଙ୍କଠୁ ଖବର ପାଇ ଆଜି ସଦର ଥାନା ପୁଲିସ ଗ୍ରାମରେ ପହଞ୍ଚି ଶବକୁ ଜବତ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ସଦର ଥାନା ଅଧିକାରୀ ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି।

Migrant Worker: ଆନ୍ଧ୍ରରେ ଅଟୋ ଓଲଟି ଦାଦନ ଶ୍ରମିକଙ୍କ ମୃତ୍ୟୁ, ମାସକରେ ୧୧ ଶ୍ରମିକ ମୃତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.