ARTICLE AD BOX
MV Ocean Winner Sinks In Bay Of Bengal: Indian Navy Rescues 2 Crew Members, 22 Missing | Argus News ବଙ୍ଗୋପସାଗରରେ ବୁଡ଼ିଥିବା ଜାହାଜର ୨ ଜଣ କର୍ମଚାରୀ ଉଦ୍ଧାର । ବିଶାଖାପାଟନମ୍ ଠାରୁ ପ୍ରାୟ ୭୦୦ କିଲୋମିଟର ପୂର୍ବ ଦିଗରେ 'ଏମ୍ଭି ଓସିଆନ୍ ୱିନର୍'ଜାହାଜ ପକ୍ଷରୁ ସଙ୍କଟ ସୂଚନା ମିଳିବା ପରେ, ୨୨ ଅଗଷ୍ଟ ୨୦୨୬ରେ ଭାରତୀୟ ନୌସେନାର ପି-୮ଆଇ ଜାଗରଣକାରୀ ବିମାନକୁ ଶ୍ରୀବିଜୟ ପୁରମ୍ ସ୍ଥିତ ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର ସହ ମିଶି ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଥିଲା। Two crew members of a ship that capsized in the Bay of Bengal have been rescued. After receiving a distress call from the MV Ocean Winner, about 700 km east of Visakhapatnam, on 22 August 2026, an Indian Navy P-8I surveillance aircraft was immediately deployed for rescue operations in collaboration with the Maritime Rescue Coordination Centre at Srivijaya Puram. #MVOceanWinner, #IndianNavy, #BayOfBengal, #RescueOperation, #ShipSunk, #MaritimeNews, #IndianCoastGuard, #ParadipToSingapore, #BreakingNews, #SeaRescue, #EmergencyResponse, #OdishaNews, #OdiaNews, #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

4 days ago
2


