ARTICLE AD BOX
Namrata Adani Leads ISSO to Transform School Sports Ecosystem in India | 2026-27 Season | Argus News ଭାରତରେ ସ୍କୁଲ ସ୍ପୋର୍ଟ୍ସର ଭିତ୍ତିଭୂମିକୁ ଆଧୁନିକୀକରଣ ଏବଂ ବିଶ୍ବସ୍ତରୀୟ ରୂପ ଦେବା ଉଦ୍ଦେଶ୍ୟରେ ଆଦାନୀ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏହି କ୍ରମରେ ଆଦାନୀ ଇଣ୍ଟରନ୍ୟାସନାଲ ସ୍କୁଲର ଫାଉଣ୍ଡିଙ୍ଗ୍ ଡାଇରେକ୍ଟର ତଥା ISSOର ଆଡଭାଇଜରୀ ବୋର୍ଡର ସଦସ୍ୟ ନମ୍ରତା ଆଦାନୀଙ୍କ ନେତୃତ୍ବରେ ଇଣ୍ଟରନ୍ୟାସନାଲ ସ୍କୁଲ୍ସ ସ୍ପୋର୍ଟ୍ସ ଅର୍ଗନାଇଜେସନ୍ ୨୦୨୬-୨୭ ବର୍ଷରେ ଏହାର ନୂଆ ସିଜନ ଆରମ୍ଭ କରିଛି, ଯେଉଁଥିରେ ୬୩୦ରୁ ଅଧିକ ସ୍କୁଲ ସାମିଲ ହୋଇଥିବା ବେଳେ ୨୮ ହଜାର ଛାତ୍ର-କ୍ରୀଡାବିତ ଯୋଗଦେବା ନେଇ ଆଶା କରାଯାଇଛି । Adani International Schools is taking a major step towards modernizing and globalizing the infrastructure of school sports in India. In this regard, under the leadership of Mohita Adani, Founding Director of Adani International Schools and ISSO Advisory Board Member, the International Schools Sports Organisation has started its new season in 2026-27, in which over 630 schools are participating and 28,000 student-athletes are expected to participate. #NamrataAdani #AdaniInternationalSchool #ISSOSports #SchoolSportsIndia #SportsEcosystem #StudentAthletes #GlobalEducation #ViksitBharat #SportsEducation #JuniorSports #FutureChampions #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
7


