ARTICLE AD BOX
Nayagarh Skeleton Mystery: Family Identifies Body As Dibya Mohapatra; Murder Alleged | Argus News ନୟାଗଡ଼ ଚାନ୍ଦପୁର ଥାନା ବେଣ୍ଟ ଜଙ୍ଗଲରୁ ମଣିଷ କଙ୍କାଳ ଠାବ ଘଟଣାରେ ଚାଞ୍ଚଲ୍ୟକର ଖବର । ଯୁବକଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ଜଙ୍ଗଲରେ ଫୋପାଡ଼ି ଦିଆଯାଇଥିଲା । ତିନି ଦିନ ତଳେ ବେଣ୍ଟ ଜଙ୍ଗଲରୁ ମିଳିଥିବା ନର କଙ୍କାଳର ପରିଚୟ ମିଳିଛି । ଯାଜପୁର ଜିଲ୍ଲା ଗୋପାଳପୁର ଗାଁର ଦିବ୍ୟ ମହାପାତ୍ରଙ୍କ କଙ୍କାଳ ହୋଇଥିବା ତାଙ୍କ ପରିବାର ଚିହ୍ନଟ କରିଛନ୍ତି । ଦିବ୍ୟଙ୍କ ବାପା ରାଜେନ୍ଦ୍ର ମହାପାତ୍ର ପୋଷାକ, ମାଳି, ବ୍ରେସ୍ଲେଟ୍ର ଭିଡିଓ ଓ ଫଟୋ ଦେଖି ଚିହ୍ନଟ କରିଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । Shocking news in the incident of human skeleton found in the Bent forest of Nayagarh Chandpur police station. The youth was killed and thrown into the forest to destroy the evidence. The identity of the human skeleton found in the Bent forest three days ago has been revealed. The skeleton of Divya Mohapatra of Gopalpur village in Jajpur district has been identified by her family. Divya's father Rajendra Mohapatra identified her by looking at the video and photos of the clothes, garlands, bracelets. He has been accused by the family of the murdered person. #Nayagarh #SkeletonMystery #CrimeNewsOdisha #Jajpur #MurderInvestigation #DNATest #ChandpurPolice #OdishaCrime #BreakingNews #HumanSkeleton #JusticeForDibya #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

3 days ago
3


