ARTICLE AD BOX
/sambad/media/media_files/2026/10/16/924e53ae-9d1a-4197-891c-ec7954cfdf4c-2026-10-16-18-36-16.jpg)
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ତିରଙ୍ଗା ଯାତ୍ରା ‘ଲେହରା ଦୋ ତ୍ରିରଙ୍ଗା’ ରାଲି ପୂର୍ବରୁ ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଜିତ୍ ଦୀପକେଙ୍କୁ ପୁଲିସ ସତର୍କତାମୂଳକ ଭାବେ ଅଟକ ରଖିଛି। ସପ୍ତାହରେ ଦ୍ବିତୀୟ ଥର ପାଇଁ ଦୀପକେଙ୍କୁ ଅଟକ ରଖାଯାଇଛି। ପୁଲିସ ଭାରତୀୟ ନ୍ୟାୟ ସଂହିତ ୧୬୩ ଲାଗୁ କରିଛି।
ଦୀପକେଙ୍କ ପରେ ନେହା ବୋରାଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ସେମାନେ କନଟ୍ ପ୍ଲେସ୍ ଯିବାକୁ ଚେଷ୍ଟା କରୁଥିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
7


