ARTICLE AD BOX
Nepal Flood Disaster: 4 Odia Tourists Missing During Kailash Mansarovar Yatra | Argus News ନେପାଳ ବନ୍ୟା ବିପର୍ଯ୍ୟୟ ମଧ୍ୟରେ ଓଡ଼ିଆଙ୍କୁ ନେଇ ବଢ଼ୁଛି ଚିନ୍ତା | କୈଳାସ ମାନସ ସରୋବର ଯାତ୍ରାରେ ଯାଇଥିବା ଆଉ ଚାରିଜଣ ଓଡ଼ିଆ ନିଖୋଜ ଥିବା ସୂଚନା ମିଳିଛି | ଏହି ଚାରିଜଣ ଗଞ୍ଜାମ ଜିଲ୍ଲାର ସାରୁ ଅଞ୍ଚଳର ବୋଲି ଜଣାପଡ଼ିଛି | ବନ୍ୟା ଏବଂ ଭୂସ୍ଖଳନ ପରେ ସେମାନଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହୋଇନଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଛି | ଦିଲ୍ଲୀସ୍ଥିତ ଓଡ଼ିଶା ନିବାସର କଣ୍ଟ୍ରୋଲ୍ ରୁମ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି Concerns grow for four Odia tourists who have gone missing following massive floods and landslides in Nepal. The missing individuals—Santosh Sahu, Surabhi Manmatha Padhi, Spandan Sahu, and Saina Sahu—are originally from Saru in Ganjam district and were currently residing in London. They were on their way for the Kailash Mansarovar Yatra when communication was lost. The Odisha Niwas Control Room in Delhi has confirmed the news, and efforts are underway to establish contact. Watch for the latest updates on the rescue operations. #NepalFlood #MissingOdia #KailashMansarovar #NepalDisaster #OdishaNews #Ganjam #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
2


