ARTICLE AD BOX
Nilagiri Flood Crisis: Hill Torrent From Swarnachuda Hill Destroys Houses & Roads | Argus News ପୁଣି ନୀଳଗିରି ଏନଏସି ୨ ନମ୍ବର ୱାର୍ଡ ଘାଟଘରସାହିରେ ପାହାଡ଼ୀ ବର୍ଷା ଜଳର ତାଣ୍ଡବ ଦେଖିବାକୁ ମିଳିଛି। ସ୍ୱର୍ଣ୍ଣଚୂଡ଼ ପର୍ବତରୁ ପ୍ରବଳ ପାଣି ମାଡ଼ିଆସିବା ଫଳରେ ବନ୍ଧ ଭାଙ୍ଗିବା ସହ ଅନେକ ଘର ଜଳମଗ୍ନ ହୋଇଛି। ଏହାସହ ରାସ୍ତା ଧସିଯାଇଛି ଏବଂ ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସୁରକ୍ଷା ଦୃଷ୍ଟିରୁ କଚ୍ଚା ଘରେ ରହୁଥିବା ଲୋକମାନେ ନିଜ ଘରଦ୍ୱାର ଛାଡ଼ି ଅନ୍ୟଙ୍କ ଘରେ ଆଶ୍ରୟ ନେଉଛନ୍ତି। କ'ଣ ରହିଛି ସ୍ଥିତି ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରିୟନାଥ ବେହେରା Again, the torrential rain water has been seen in Ghatgarhsahi, Ward No. 2 of Nilgiri NAC. Due to the heavy water coming from the Golden Chud mountain, the embankment has broken and many houses have been submerged. Along with this, the road has been washed away and the 11 KV electricity pole is in a dangerous condition. For safety reasons, people living in mud houses are leaving their homes and taking shelter in other people's houses. Our representative Priyanath Behera has discussed more about what is happening. #NilagiriFlood #SwarnachudaHill #FlashFlood #OdishaRain #HillTorrent #NilagiriNews #NaturalCalamity #BalasoreNews #OdishaWeatherUpdate #EmergencyRelief #GroundReport #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
6


