Panchalingeswar: ବନ୍ଦ ହେଲା ପଞ୍ଚଲିଙ୍ଗେଶ୍ବର ପୀଠର ମୁଖ୍ୟ ଫାଟକ

1 week ago 4
ARTICLE AD BOX

ନୀଳଗିରି: ବନ୍ଦ ହେଲା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ପୀଠର ମୁଖ୍ୟ ଫାଟକ। ପୀଠରେ ଫସିଛନ୍ତି ୪ ପୂଜକ ଓ ଜଣେ କର୍ମଚାରୀ। ଦୁଃଖ ପ୍ରକାଶ କରି ଫେରୁଛନ୍ତି ଭକ୍ତ। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ହେଲା ମୁଖ୍ୟ ଫାଟକ

ଗତକାଲି ଠାରୁ ବର୍ଷା ଲାଗିରହିଛି

ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଗତକାଲି ଠାରୁ ବର୍ଷା ଲାଗିରହିଛି। ଫଳରେ ଦେବଗିରି ପାହାଡ଼ରୁ ପ୍ରବଳ ମାତ୍ରାରେ ପାଣି ଆସିବାରୁ ବାବାଙ୍କ ଲିଙ୍ଗ ଉପରେ ୭-୮ ଫୁଟ ଉଚ୍ଚର ପାଣି ଚାଲିଛି। ପୀଠରେ ମଧ୍ୟ ୪ ଜଣ ପୂଜକ ଓ ଜଣେ ଟ୍ରଷ୍ଟ ବୋର୍ଡ କର୍ମଚାରୀ ଫସିରହିଛନ୍ତି। ଯଦି ଏପରି ବର୍ଷା ଲାଗିରହେ ତେବେ ଆସନ୍ତାକାଲି କାଉଡିଆ ଭକ୍ତମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି କହିଛନ୍ତି ଟ୍ରଷ୍ଟ ବୋର୍ଡ ମ୍ୟାନେଜର ।

Chief Minister: ସମ୍ବଲପୁରରେ ସଡ଼କ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.