ARTICLE AD BOX
Pattamundai Flood Crisis | Villagers Stranded For 5 Days In Penthapala | Cattle Facing Famine | Argus News ବନ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକର ପେଣ୍ଠପାଳ ପଞ୍ଚାୟତର ଦାଣ୍ଡିସାହି, ନାହିଆଡିଆ ଗ୍ରାମ। ଦ୍ୱିତୀୟ ଥର ବନ୍ୟା ଆସିବାରୁ ଗତ 5 ଦିନ ହେବ ଲୋକେ ଜଳ ଘେରରେ। ଯଦିଓ ସରକାରୀ ସହଯୋଗ ସେମାନଙ୍କ ନିକଟରେ ପହଁଚୁଛି,ତଥାପି ଲୋକେ ରିଲିଫ, ଗୋ-ଦାନା, ପାଇଁ ନାନା ଅଭିଯୋଗ ଉଠାଉଛନ୍ତି। ବିଶେଷକରି ଗୃହପାଳିତ ପଶୁ, ଗାଈ ଗୋରୁ, ଛେଳି ମେଣ୍ଢା ପ୍ରଭୃତି କେଉଁଠିକି ଯାଇପାରୁନାହାନ୍ତି, ଚାରିଆଡେ ପାଣି ହେତୁ ସେମାନେ ଖାଇବା ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି। ପ୍ରଶାସନ ଯେଉଁ ଗୋଦାନା ଯୋଗାଉଛି, ତାହା ପ୍ରଯ୍ୟାପ୍ତ ନୁହେଁ ବୋଲି ଲୋକେ ଅଭିଯୋଗ ଆଣୁଛନ୍ତି। Flood-hit Dandisahi, Nahiadiya village of Penthapal panchayat of Pattamundai block. People have been inundated for the last 5 days due to the second flood. Although government support is reaching them, people are still raising complaints for relief, cattle, etc. Especially domestic animals, cattle, goats, sheep etc. are not able to go anywhere, they are facing a lot of problems for food due to water everywhere. People are complaining that the godowns provided by the administration are not sufficient. #PattamundaiFlood #KendraparaNews #OdishaFloodUpdate #PenthapalaFlood #CattleCrisis #FloodReliefOdisha #OdishaMonsoon #LivestockEmergency #KendraparaFlood #FloodAlert #OdishaNews #OdiaNews #BreakingNews #ArgusNews ---- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
4


