ARTICLE AD BOX
ଘରୋଇ କମ୍ପାନି ନାୟରା ପରେ ଜିଓ-ବିପି ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଛି। ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଦର ୩ ଟଙ୍କା ବୃଦ୍ଧି ହୋଇଛି। ରବିବାର ସକାଳ ୬ଟାରୁ ଏହାକୁ ଲାଗୁ କରାଯାଇଛି।
/sambad/media/media_files/2026/06/11/petrol-2026-06-11-16-16-32.jpeg)
ଜୟପୁର: ଘରୋଇ କମ୍ପାନି ନାୟରା ପରେ ଜିଓ-ବିପି ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଛି। ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଦର ୩ ଟଙ୍କା ବୃଦ୍ଧି ହୋଇଛି। ରବିବାର ସକାଳ ୬ଟାରୁ ଏହାକୁ ଲାଗୁ କରାଯାଇଛି। ଗତ ୩ ତାରିଖରେ ନାୟରା ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୫ ଟଙ୍କା ଓ ୩ ଟଙ୍କା ବୃଦ୍ଧି କରିଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
4


