ARTICLE AD BOX
ନୂଆଦିଲ୍ଲୀ: ମୋଦୀଙ୍କସହହାତମିଳାଇଲେପୁଟିନ... ମୋଦୀଙ୍କସହକଥାହେଲେଜିନପିଙ୍ଗ... କିନ୍ତୁପାଖରେଛିଡ଼ାହୋଇଥିବାଶେହବାଜଶରୀଫଙ୍କୁକେହିଚାହିଁଲେନାହିଁ! ଏସସିଓଶିଖରସମ୍ମିଳନୀରେପାକିସ୍ତାନକୁମିଳିଲାକିକୂଟନୈତିକଝଟକା? ଏକମଞ୍ଚରେତିନିତିନିଥରହେଲାକିରକିରି... ଆଉଶେଷରେପୁଟିନଙ୍କପଛରେଦୌଡ଼ିହାତଧରିବାକୁପଡ଼ିଲାଶେହବାଜଙ୍କୁ ! କିର୍ଗିଜସ୍ତାନରରାଜଧାନୀବିଶକେକରେଆୟୋଜିତହୋଇଥିବାଏସସିଓଶିଖରସମ୍ମିଳନୀଏବେଚର୍ଚ୍ଚାରକେନ୍ଦ୍ରବିନ୍ଦୁ।କାରଣଏଠାରେବିଶ୍ୱନେତାଙ୍କଉପସ୍ଥିତିଠାରୁଅଧିକଚର୍ଚ୍ଚାହେଉଛିପାକିସ୍ତାନପ୍ରଧାନମନ୍ତ୍ରୀଶେହବାଜଶରୀଫଙ୍କୁନେଇ।ସମ୍ମିଳନୀରେପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀ, ଚୀନ୍ରାଷ୍ଟ୍ରପତିଶିଜିନପିଙ୍ଗ, ଋଷରାଷ୍ଟ୍ରପତିଭ୍ଲାଦିମିରପୁଟିନଙ୍କଭିତରେଆଲୋଚନାଓସାକ୍ଷାତହୋଇଥିବାବେଳେଶେହବାଜଯେପରିଏକାପଡ଼ିଯାଇଥିବାଦେଖାଯାଇଥିଲେ। ପ୍ରଥମଦୃଶ୍ୟଥିଲାଗ୍ରୁପ୍ଫଟୋପୂର୍ବର ।
ମଞ୍ଚଉପରେନେତାମାନେଏକାଠିହେଉଥିବାବେଳେଜିନପିଙ୍ଗଓପୁଟିନମୋଦୀଙ୍କୁଦେଖିଅଟକିଯାଇଥିଲେ।ହାତମିଳାଇଥିଲେ, କଥାହୋଇଥିଲେ।ଇରାନରାଷ୍ଟ୍ରପତିମଧ୍ୟମୋଦୀଙ୍କସହଆଲୋଚନାକରିଥିଲେ।କିନ୍ତୁଠିକ୍ପଛରେଛିଡ଼ାହୋଇଥିବାଶେହବାଜଶରୀଫଙ୍କଆଡ଼କୁକେହିଚାହିଁନଥିଲେ।ଏହାକୁପ୍ରଥମକୂଟନୈତିକକିରକିରିବୋଲିକୁହାଯାଉଛି ।ଦ୍ୱିତୀୟଘଟଣାଘଟିଥିଲାଗ୍ରୁପ୍ଫଟୋପରେ।ସମସ୍ତନେତାମଞ୍ଚରୁଓହ୍ଲାଇବାସମୟରେମୋଦୀଓଜିନପିଙ୍ଗଏକାଠିଚାଲିଚାଲିଆଲୋଚନାକରୁଥିଲେ ।କିନ୍ତୁଶେହବାଜଶରୀଫସେଠାରେହାତବାନ୍ଧିଛିଡ଼ାହୋଇରହିଥିଲେ।ମୋଦୀତାଙ୍କଆଡ଼କୁଚାହିଁବିନଥିଲେ।ଏହିଦୃଶ୍ୟସୋସିଆଲମିଡିଆରେଭାଇରାଲହେବାପରେଚର୍ଚ୍ଚାଆହୁରିବଢ଼ିଥିଲା। ତୃତୀୟଓସବୁଠାରୁଚର୍ଚ୍ଚିତମୁହୂର୍ତ୍ତଥିଲାପୁଟିନଙ୍କସହ।ମଞ୍ଚରୁଓହ୍ଲାଇବାପରେପୁଟିନସିଧାବାହାରକୁଯାଉଥିଲେ।ସେତେବେଳେଶେହବାଜତାଙ୍କପଛରେଦୌଡ଼ିଯାଇହାତଧରିଥିଲେ।ଏହାପରେପୁଟିନବୁଲିତାଙ୍କସହକଥାହୋଇଥିଲେ।ଏହିଭିଡିଓଏବେପାକିସ୍ତାନପାଇଁଅସହଜପରିସ୍ଥିତିସୃଷ୍ଟିକରିଛି।
Ukraine: ୟୁକ୍ରେନର କିଏଭରେ ରୁଷିଆର ଭୟଙ୍କର ମିସାଇଲ୍-ଡ୍ରୋନ୍ ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୨ ମୃତ
ଏତିକିନୁହେଁ, ସମ୍ମିଳନୀପରେପାକିସ୍ତାନପିଏମଓପକ୍ଷରୁଜାରିହୋଇଥିବାଗ୍ରୁପ୍ଫଟୋରୁନରେନ୍ଦ୍ରମୋଦୀଓକେତେକଅନ୍ୟନେତାଙ୍କୁକ୍ରପ୍କରାଯାଇଥିବାଅଭିଯୋଗମଧ୍ୟଆସିଛି।ଯାହାକୁନେଇରାଜନୈତିକମହଲରେଜୋରଦାରଚର୍ଚ୍ଚାଚାଲିଛି । ଏକପଟେମୋଦୀ-ପୁଟିନ-ଜିନପିଙ୍ଗଙ୍କଅନୌପଚାରିକଆଲୋଚନା... ଅନ୍ୟପଟେଶେହବାଜଙ୍କନିରବଉପସ୍ଥିତି।ବିଶକେକରଏହିମଞ୍ଚରୁଯାଇଥିବାବାର୍ତ୍ତାକେବଳଫଟୋକିମ୍ବାଭିଡିଓରେସୀମିତନୁହେଁ, ବରଂଏହାଅଞ୍ଚଳୀୟକୂଟନୀତିରବଦଳୁଥିବାସମୀକରଣକୁମଧ୍ୟସୂଚିତକରୁଛି ।

53 minutes ago
1


