ARTICLE AD BOX
ବଦଳିବ ଐତିହ୍ୟ ରଘୁରାଜପୁରର କାୟାକଳ୍ପ ।ଜଗନ୍ନାଥ ଭୂମିର କଳା ଓ ଜଗନ୍ନାଥଙ୍କ ଲୀଳା କୁ ଲାଇଭ ଦେଖିବେ ଜଗନ୍ନାଥ ପ୍ରେମୀ।ବିଶ୍ୱ ଜାଣିବ ଐତିହ୍ୟ ଗ୍ରାମର କଳା ନୈପୁଣତା । 23 କୋଟି 82 ଲକ୍ଷ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କଲେ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଐତିହ୍ୟ ଗ୍ରାମରେ ପଟ୍ଟଚିତ୍ର ,ତାଳପତ୍ର ଚିତ୍ରର ବିକାଶ ସହ ହେବ ସମନ୍ୱିତ ପର୍ଯ୍ୟଟନ ବିକାଶ। ପର୍ଯ୍ୟଟକ ମାନଙ୍କ ପାଇଁ ସୁବିଧା କେନ୍ଦ୍ର ସହ ଯୋଡ଼ି ହେବ ପାର୍କିଂ,ମୁକ୍ତାକାଶ ରଙ୍ଗମଞ୍ଚ, ସାଂସ୍କତିକ କେନ୍ଦ୍ର,ଗ୍ୟାଲେରୀ,ପାଠାଗାର ଓ ଆବାସିକ ଅଞ୍ଚଳ । ... The heritage village of Raghurajpur is set for a massive makeover! Deputy CM and Tourism Minister Pravati Parida has laid the foundation stone for a ₹23.82 crore integrated tourism development project. The initiative aims to showcase Odisha's traditional Pattachitra and Talapatra art to the world through live demonstrations. The project includes an open-air theater, art galleries, a cultural center, and world-class amenities for tourists. With increasing footfall every year, this development will boost the local economy and restore the glory of this artistic hub. Watch the full report on how Raghurajpur is becoming a global tourism destination. #Raghurajpur #OdishaTourism #PravatiParida #HeritageVillage #Pattachitra #ArtAndCulture #OdishaArt #PuriTourism #GlobalOdisha #Handicrafts #CulturalHeritage #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

3 days ago
5


