Rahul Gandhi: ‘ମୋ ନାଁରେ ୪୫ ନୁହେଁ ୧୦୦ କେସ୍ କର’

2 weeks ago 6
ARTICLE AD BOX

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ନିଜ ବିରୋଧରେ ରୁଜୁ ଏଫ୍‌ଆଇଆର୍‌କୁ ନେଇ ରାହୁଲ ଗାନ୍ଧୀଙ୍କ ବୟାନ ଚର୍ଚ୍ଚାକୁ ଆସିଛି ।

ଦିଲ୍ଲୀରେତେଜିଛିରାଜନୈତିକତାତି।ମୁଖ୍ୟନିର୍ବାଚନକମିସନରଜ୍ଞାନେଶକୁମାରଙ୍କଇସ୍ତଫାଦାବିକୁନେଇବିରୋଧୀଜୋରଦାରପ୍ରଦର୍ଶନଜାରିରଖିଛନ୍ତି।ଏହାରିଭିତରେରାହୁଲଗାନ୍ଧୀଙ୍କଏକବୟାନଏବେଚର୍ଚ୍ଚାରେରହିଛି।ଏସଆଇଆର୍‌ ପ୍ରସଙ୍ଗକୁନେଇକଂଗ୍ରେସପ୍ରଥମରୁହିଁନିର୍ବାଚନକମିଶନଙ୍କୁଟାର୍ଗେଟକରିଆସୁଛି।ଜ୍ଞାନେଶକୁମାରଙ୍କଇସ୍ତଫାଦାବିରେବିରୋଧୀରାସ୍ତାକୁଓହ୍ଲାଇଥିବାବେଳେଏହାରିମଧ୍ୟରେନିଜବିରୋଧରେରୁଜୁହୋଇଥିବାଏଫଆଇଆର୍‌କୁନେଇରାହୁଲଯାହାକହିଛନ୍ତିତାହାକୁନେଇଚର୍ଚ୍ଚାବଢ଼ିଛି।ତେବେକଣକହିଛନ୍ତିରାହୁଲ? ଆସନ୍ତୁଜାଣିବା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.