Rotary Club Bhubaneswar Capital Installation Ceremony 2026-27 | New Office Bearers Take Charge

1 week ago 6
ARTICLE AD BOX


Rotary Club Bhubaneswar Capital Installation Ceremony 2026-27 | New Office Bearers Take Charge | Argus News ରାଜଧାନୀର ଆଚାର୍ଯ୍ୟ ବିହାର ସ୍ଥିତ ରୋଟାରୀ ଭବନଠାରେ ରୋଟାରୀ କ୍ଲବ୍ ଭୁବନେଶ୍ବର କ୍ୟାପିଟାଲର ବର୍ଷ ୨୦୨୬-୨୭ ପାଇଁ ନୂତନ ପଦାଧିକାରୀଙ୍କ ସଂସ୍ଥାପନ ଉତ୍ସବ ଆନନ୍ଦୋଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ନର ଅନିଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଚଳିତ ବର୍ଷ ସଭାପତି ଭାବେ ନିହାର ରଞ୍ଜନ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସମ୍ପାଦକ ଭାବେ ସୀତାଂଶୁ ଶେଖର ଦାୟିତ୍ୱ ଗ୍ରହଣ କରିଛନ୍ତି। The installation ceremony of the new officers of Rotary Club Bhubaneswar Capital for the year 2026-27 was held with great enthusiasm at the Rotary Bhavan in Acharya Bihar in the capital. Anil Kumar Samal, District Governor of Rotary Club, participated in the event as the chief guest. This year, Nihar Ranjan took over as the president, while Sitansu Shekhar took over as the secretary. #RotaryClub #BhubaneswarNews #InstallationCeremony #RotaryBhubaneswarCapital #AnilKumarSamal #OdishaEvents #RotaryInternational #BhubaneswarDiaries #NewLeadership #ServiceAboveSelf #OdishaNews #OdiaNews #BreakingNews #ArgusNews ---- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.