ARTICLE AD BOX
Rotary Club New Leadership Handover Ceremony 2026-27 | Prashant Mishra Takes Charge | Argus News ଅନୁଷ୍ଠିତ ହୋଇଛି ରୋଟାରୀ କ୍ଲବ୍ର ନୂତନ ନେତୃତ୍ୱ ଦାୟିତ୍ୱ ଗ୍ରହଣ ସମାରୋହ ।୨୦୨୬-୨୭ ବର୍ଷ ପାଇଁ ରୋଟାରୀ କ୍ଲବ୍ର ନୂତନ ସଭାପତି ଭାବରେ ଦାୟିତ୍ୱ ନେଇଛନ୍ତି ପ୍ରଶାନ୍ତ ମିଶ୍ର , ସଚିବ ଭାବରେ ହରପ୍ରସାଦ ମିଶ୍ର ଓ ଅନ୍ୟାନ୍ୟ ପଦାଧିକାରୀ।ଏହା ସହ ବିଦାୟୀ ସଭାପତି ଗତ ରୋଟାରୀ ବର୍ଷରେ କ୍ଲବ୍ ପକ୍ଷରୁ ହୋଇଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟ ଓ ସଫଳତା ସମ୍ପର୍କରେ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବା ସହ ନୂତନ ସଭାପତି ଆଗାମୀ ରୋଟାରୀ ବର୍ଷରେ ସମାଜସେବା, ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ ସୁରକ୍ଷା ଓ ଯୁବପିଢ଼ିର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ ବିଭିନ୍ନ ସେବାମୂଳକ ପ୍ରକଳ୍ପ ହାତକୁ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ। The Rotary Club's new leadership took charge at a ceremony. Prashant Mishra took charge as the new president of the Rotary Club for the year 2026-27, Haraprasad Mishra as the secretary, and other officers. Along with this, the outgoing president presented an annual report on the various service activities and successes of the club in the last Rotary year. The new president expressed that in the upcoming Rotary year, various service projects will be taken up with special emphasis on social service, health, education, environmental protection, and youth development. #RotaryClub, #RotaryInternational, #NewPresident, #SocialWork, #CommunityDevelopment, #OdishaEvents, #Leadership, #EducationAndHealth, #RotaryYear2026, #OdishaNews, #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

4 days ago
2


