ARTICLE AD BOX
ରାଉରକେଲା ପାନପୋଷ ସର୍କିଟ୍ ହାଉସ୍ରୁ ଅପରାଧୀ ଗିରଫ ମାମଲାରେ ପ୍ରକାଶ ପାଶୱାନଙ୍କ ଆଉ ୨ ସହଯୋଗୀ ଜନ ନାଏକ ଓ ଅମିତ ନାୟକଙ୍କୁ ପୁଲିସ ଗିରଫ କରିଛି। ବଟି ଟଙ୍କା କାରବାର ଅଭିଯୋଗ ସହ ମାମଲାରେ ମୋଟ ଗିରଫ ସଂଖ୍ୟା ୧୨ରେ ପହଞ୍ଚିଛି।
ଗିରଫ ଅଭିଯୁକ୍ତ ଜନ ନାୟକ ଓ ଅମିତ ନାୟକAdvertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


