ARTICLE AD BOX
Salandi River Near Danger Mark In Bhadrak; Flood Water Flows Over Bridges Affecting Commute | Argus News ଫୁଲିବାରେ ଲାଗିଛି ସାଳନ୍ଦୀ ନଦୀର ଜଳସ୍ତର । ଭଦ୍ରକ ରାଜଘାଟ ଠାରେ ବିପଦ ସଂକେତର ସାମାନ୍ୟ ତଳେ ପ୍ରବାହିତ ହେଉଛି ବନ୍ୟା ଜଳ । ରାଜଘାଟ ଠାରେ ବିପଦ ସଂକେତ 17 ଫୁଟ ରହିଥିବା ବେଳେ ବର୍ତ୍ତମାନ 16.90 ଫୁଟ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ପୁଣି ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ସାଳନ୍ଦୀ ନଦୀର ଜଳସ୍ତର ବଢିଛି । ଅର୍ଣ୍ଣପାଳ ପଞ୍ଚାୟତର ଜାମୁକୁନ୍ଦପୁର ବ୍ରିଜ ଉପରେ 2 ଫୁଟ ରେ ବନ୍ୟା ଜଳ ପ୍ରବାହିତ ହେଉଛି । The water level of the Salandi river is rising. Flood water is flowing slightly below the danger signal at Bhadrak Rajghat. While the danger signal at Rajghat is 17 feet, the flood water is currently flowing above 16.90 feet. Due to the rain at the upper reaches, the water level of the Salandi river has increased. Flood water is flowing at 2 feet above the Jamukundapur bridge in Arnapal panchayat. #SalandiRiver #BhadrakFlood #OdishaWeather #FloodUpdate #RainfallAlert #BhadrakNews #RiverWaterLevel #OdishaMonsoon #DisasterManagement #Flood2026 #PublicAlert #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

3 days ago
2


