School Incident: ଭେଣ୍ଟିଲେସନ ଅଭାବରୁ ୬ଜଣ ଛାତ୍ରୀ ଅସୁସ୍ଥ

2 weeks ago 6
ARTICLE AD BOX

ଗଁଦିଆ:ଢେଙ୍କାନାଳଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆରେ ଆଜି ଅଷ୍ଟମ ଶ୍ରେଣୀରେ ଅଧୟନ କରୁଥିବା ଛାତ୍ରୀମାନଙ୍କ ମଧ୍ୟରୁ ୬ଜଣ ଛାତ୍ରୀ ହଠାତ୍  ଅସୁସ୍ଥ ହେଇପଡ଼ିଥିଲେ। ଅସୁସ୍ଥମାନଙ୍କୁ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା l  

Advertisment

ମୁଖ୍ୟ କାରଣ ଭେଣ୍ଟିଲେସନ ଅଭାବ

ସୂଚନାଯୋଗ୍ୟ, ଉକ୍ତ ଶ୍ରେଣୀ ଗୃହରେ ଅତିବେଶୀରେ ୪୦ରୁ ୫୦ଜଣ ପିଲା ବସି ପାଠ ପଢ଼ି ପାରିବେ। କିନ୍ତୁ ଆଜି ଉକ୍ତ ଶ୍ରେଣୀଗୃହରେ ସମୁଦାୟ ୮୮ରୁ ୭୨ଜଣ ପିଲା ବସିଥିଲେ। ସେହି କାରଣରୁ ଭେଣ୍ଟିଲେସନ ହୋଇପାରିନଥିଲା। ଅସୁସ୍ଥ ହେବାର ମୁଖ୍ୟ କାରଣ ହୋଉଛି ଭେଣ୍ଟିଲେସନ l

CREDAI: କ୍ରେଡାଇ ଭୁବନେଶ୍ବରର ସାଧାରଣ ପରିଷଦ ବୈଠକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.