School Principal Brutally Mu**ered By Students For Money | Nalgonda Crime Mystery | Argus News

1 week ago 5
ARTICLE AD BOX


School Principal Brutally Mu**ered By Students For Money | Nalgonda Crime Mystery | Argus News ତେଲେଙ୍ଗାନାର ନାଲଗୋଣ୍ଡା ଅଞ୍ଚଳରେ ଘଟିଥିବା ସ୍କୁଲ ପ୍ରିନ୍ସିପାଲଙ୍କ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଏହି ମାମଲାରେ ପୋଲିସ ଦୁଇଜଣ ଛାତ୍ରଙ୍କୁ ଗିରଫ କରିଛି। ଯେଉଁମାନେ କେବଳ ଟଙ୍କା ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ସ୍ବୀକାର କରିଛନ୍ତି। କୋଣ୍ଡାମାଲ୍ଲେପଲ୍ଲୀ ସ୍ଥିତ ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ତଥା ନିର୍ଦ୍ଦେଶିକା, ୪୮ ବର୍ଷୀୟା କାଲ୍ଲୁ ରୂପା ରେଡ୍ଡୀଙ୍କୁ ଗତ ଅଗଷ୍ଟ ୧୨ ତାରିଖ ସକାଳେ ତାଙ୍କ ବାସଭବନରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। The police have cracked the mystery of the gruesome murder of a school principal in Nalgonda district of Telangana. The police have arrested two students in this case. They have confessed to committing such a heinous crime only for money and a luxurious lifestyle. 48-year-old Kallu Rupa Reddy, the principal and director of Nagarjuna Public School in Kondamallepalli, was rescued from her residence in a pool of blood on the morning of August 12. #Principal #NalgondaCrime #CrimeMystery #TelanganaNews #ShockingNews #StudentCrime #MurderInvestigation #JusticeForRupaReddy #SchoolPrincipal #CrimeUpdate #CrimeReport #OdishaNews #OdiaNews #BreakingNews #ArgusNews --- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.