ARTICLE AD BOX
ସମ୍ବଲପୁରର ବୁର୍ଲାରେ ଗୁଳିମାଡ଼। ଦୁୃର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ଅନିଶ କୁରେସୀଙ୍କର ମୃତ୍ୟୁ। ଦୁୃର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। କିର୍ବା ଛକରେ ତାଙ୍କୁ ଗୁଳି ମରା ଯାଇଛି।
Butcher shot dead by miscreants Photograph: (sambad.in)ସମ୍ବଲପୁର: ସମ୍ବଲପୁରର ବୁର୍ଲାରେ ଗୁଳିମାଡ଼। ଦୁୃର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ଅନିଶ କୁରେସୀଙ୍କର ମୃତ୍ୟୁ। ଦୁୃର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। କିର୍ବା ଛକରେ ତାଙ୍କୁ ଗୁଳି ମରା ଯାଇଛି। ସେ ପୂର୍ବରୁ ପିସି ବ୍ରିଜରେ ମାଂସ ଦୋକାନ କରିଥିଲେ।
Fire: ଆର୍ଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ସର୍ଭର ରୁମ୍ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


