ARTICLE AD BOX
Software Engineer Beaten To Death By In-Laws Over Family Dispute In Delhi | Argus News ପାରିବାରିକ କଳହରୁ ସଫ୍ଟୱେର୍ ଇଞ୍ଜିନିୟର ହତ୍ୟା । ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ ୩୧ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟର ବିନୟ ଗୁପ୍ତାଙ୍କୁ ତାଙ୍କ ଶାଶୂଘର ଲୋକେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ନୋଏଡ଼ା ସ୍ଥିତ ଏକ ଆଡୋବ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ। ବିନୟ ଏବଂ ତାଙ୍କ ପତ୍ନୀ ରେଖାଙ୍କ ମଧ୍ୟରେ ଛୁଆକୁ ଔଷଧ ଦେବାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ପରେ ରେଖା ନିଜ ପରିବାର ଲୋକଙ୍କୁ ଡାକିଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ତାଙ୍କର ଦୁଇ ଭାଇ, ବାପା, କକା ଏବଂ ଅନ୍ୟାନ୍ୟ ସମ୍ପର୍କୀୟମାନେ ସେଠାରେ ପହଞ୍ଚିଥିଲେ।ଅଭିଯୋଗ ଅନୁଯାୟୀ, ସେମାନେ ବିନୟଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ ଏବଂ ଗଳାଚାପି ଦେଇଥିଲେ। Software engineer murdered over family feud. 31-year-old software engineer Vinay Gupta was allegedly beaten to death by his in-laws in Delhi's Nihal Bihar area. He worked at an Adobe company in Noida. Vinay and his wife Rekha had an argument over giving medicine to their child. After the argument, Rekha called her family and within a short time, her two brothers, father, uncle and other relatives reached the spot. According to the complaint, they brutally beat Vinay and strangled him. #DelhiCrime #SoftwareEngineer #MurderCase #FamilyViolence #JusticeForVinayGupta #DelhiPolice #CrimeNews #NihalVihar #AdobeEngineer #FamilyDispute #ShockingNews #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

5 days ago
4


