ARTICLE AD BOX
Subarnarekha Flood Devastation In Bhograi: 10k Hectares Crop Lost | Argus News ସୁବର୍ଣ୍ଣରେଖା ବନ୍ୟା ପାଣି ଛଡାଇନେଲା ବର୍ଷକର ରୋଜଗାର। ବାଲେଶ୍ବର ଭୋଗରାଇ ରେ ନଷ୍ଠ ହେଲା ୧୦ ହଜାର ରୁ ଉର୍ଧ ହେକ୍ଟର ଧାନ ତଳି। ଏକାଧିକ କଚା ଓ ମାଟିକାନ୍ଥ ବାସ ଗୃହ ହୋଇ କ୍ଷତିଗ୍ରସ୍ତ। ଧିରେ ଧିରେ ଗାଁ ରୁ ଛାଡୁଛି ବନ୍ୟା ପାଣି। ୧୯ଟି ପଞ୍ଚାୟତ ର ୨୦୦ ଗାଁ ହୋଇଛି ପ୍ରଭାବିତ। ବିପଦ ସଙ୍କେତର ବହୁତ ତଳେ ସୁବର୍ଣ୍ଣରେଖା ରେ ପ୍ରବାହିତ ହେଉଛି ଦ୍ବିତୀୟ ବନ୍ୟା ଜଳ। The flood waters of the golden line have taken away a year's income. More than 10,000 hectares of paddy fields were destroyed in Balasore Bhograi. Many houses and mud houses were damaged. The flood waters are slowly leaving the villages. 200 villages in 19 panchayats have been affected. The second flood water is flowing in the golden line, well below the danger level. #SubarnarekhaFlood #Bhograi #BalasoreFlood #OdishaFlood #CropLoss #FarmerDistress #FloodUpdate #BhograiNews #FloodRelief #NaturalCalamity #Waterlogging #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

5 days ago
4


