ARTICLE AD BOX
Subarnarekha Flood Inundates 25 Panchayats in Bhograi | Hundreds of Villages Flooded | Argus News ସୁବର୍ଣ୍ଣରେଖା ନଦୀରେ ବନ୍ୟା । ପାଣି ଘେରରେ ଶତାଧିକ ଗାଁ । ଉତ୍ତର ଭୋଗରାଇ ବ୍ଲକର ୨୫ରୁ ଅଧିକ ପଞ୍ଚାୟତ ଜଳବନ୍ଦୀ ହୋଇଛି । ପ୍ରାୟ୨୦ଦିନ ହେଲା ଗାଁରେ ପାଣି ପଶିଥିବାରୁ ଲୋକଙ୍କ ସମସ୍ୟା କହିଲେ ନସରେ । ପିଇବା ପାଣି ଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ ସବୁଠି ପାଣି ପଶିଛି । ଏକର ଏକର ଚାଷ ଜମିରେ ପଶିଛି ପାଣି । ଚାଷୀ କିପରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । Flood in the Subarnarekha river. Hundreds of villages under water. More than 25 panchayats of North Bhograi block have been waterlogged. People have been complaining about the waterlogging in their villages for about 20 days. From drinking water to kitchens, everything has been flooded. Water has entered every acre of farmland. Farmers are worried about how they will feed their families. #SubarnarekhaFlood #BhograiNews #BalasoreFloodUpdate #OdishaFlood2024 #Waterlogging #OdishaFarmers #FloodDistress #SubarnarekhaRiver #OdishaMonsoon #VillageFlooded #EmergencyAlert #OdishaNews #OdiaNews #BreakingNews #ArgusNews ---- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
2


