Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_m7vg5q4kim4t9kbmqi7p0ltgof, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Sundargarh: ସୁନ୍ଦରଗଡ଼ ଜେଲର ହତ୍ୟା ଅଭିଯୁକ୍ତ ଚମ୍ପଟ - CGPT.IN

Sundargarh: ସୁନ୍ଦରଗଡ଼ ଜେଲର ହତ୍ୟା ଅଭିଯୁକ୍ତ ଚମ୍ପଟ

2 days ago 9
ARTICLE AD BOX

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜେଲର ବିଚାର ବିଭାଗୀୟ କକ୍ଷରୁ ଅଭିଯୁକ୍ତ ଫେରାର। ମେଡିକାଲରୁ ଫେରାର ମାରିଲା ହତ୍ୟା ଅଭିଯୁକ୍ତଟେକଚାନ୍ଦ ବେହେରା । ତାର ସ୍ୱାସ୍ଥ୍ୟ ସମସ୍ୟା ନେଇ ଗତକାଲି ସୁନ୍ଦରଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ ଜେଲ କର୍ତ୍ତୃପକ୍ଷ । ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରି ୱାର୍ଡରେ ଭର୍ତ୍ତି କରିଥିଲେ ଜେଲ କର୍ତ୍ତୃପକ୍ଷ ।

ପୁଲିସ  ଖୋଜି ପାଉନାହନ୍ତି ହତ୍ୟା ଅଭିଯୁକ୍ତକୁ

ପରିସ୍ରା ଯିବା ବାହାନା କରି ଫେରାର ମାରିଲା ଅଭିଯୁକ୍ତ । ଅଭିଯୁକ୍ତ ଟେକଚାନ୍ଦ ବେହେରା ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଏକ ହତ୍ୟାକାଣ୍ଡ ମାମଲାରେ ଜେଲକୁ ଆସିଥିଲା । ଜେଲ କର୍ତ୍ତୃପକ୍ଷ ଖୋଜିଖୋଜି କରି ନାକେଦମ ହେବା ପରେ ପୁଲିସ ଓ ଡ଼ଗ ସ୍କ୍ବାର୍ଡ ବି ଖୋଜି ପାଉନାହନ୍ତି ହତ୍ୟା ଅଭିଯୁକ୍ତକୁ।

Ganja: ଖାକିରେ ‘ଗଞ୍ଜେଇ’ ଦାଗ: ୫ ବର୍ଷରେ ଜେଲ୍‌ ଗଲେଣି ୧୪

Read Entire Article
LEFT SIDEBAR AD

Hidden in mobile, Best for skyscrapers.