ARTICLE AD BOX
ଗୋଳାବାରୁଦ କାରଖାନା ଟାଇପ୍-୨ ସରକାରୀ ବାସଭବନ ପଛପଟ ଜଙ୍ଗଲିଆ ଅଞ୍ଚଳରୁ ଏକ ଅଚିହ୍ନା ମୃତଦେହ ଉଦ୍ଧାର ହୋଇଛି। ଗତ ମାସ ୨୯ ତାରିଖରୁ ନିଖୋଜ ଥିବା ଜଣେ ବୃଦ୍ଧଙ୍କ ଅଭିଯୋଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।
Unidentified Body Recovered Near Ordnance Factory Photograph: (sambad.in)ସଇଁତଳା: ଗୋଳାବାରୁଦ କାରଖାନା ଟାଇପ ଟୁ ସରକାରୀ ବାସଭବନ ପଛପଟ ଅଞ୍ଚଳରୁ ଏକ ଅଚିହ୍ନା ବ୍ୟକ୍ତିର ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତଦେହ ସମ୍ପୂର୍ଣ୍ଣ ସଢ଼ି ଯାଇଥିବାରୁ ଗତ କିଛି ଦିନ ପୂର୍ବରୁ ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି। ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଜଙ୍ଗଲଥିବାରୁ ଘଟଣାଟି ଲୋକଲୋଚନକୁ ଆସିପାରିନଥିଲା।
ବୃଦ୍ଧ ନିଖୋଜ ଥିବା ପୁଲିସରେ ଅଭିଯୋଗ ହୋଇଥିଲା
ଗତ ମାସ ୨୯ ତାରିଖରେ ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଂଞ୍ଚଳରୁ ଜଣେ ବୃଦ୍ଧ ନିଖୋଜ ଥିବା ପୁଲିସରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସାଙ୍ଗେ ତଦନ୍ତ ଜାରି ରଖିଛି।
Elephant Attack: ଚମ୍ପୁଆରେ ହାତୀ ଆକ୍ରମଣରେ ଦଶମ ଶ୍ରେଣୀ ଛାତ୍ର ମୃତ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
6


