US Canada Trade: ଆମେରିକା-କାନାଡା ବାଣିଜ୍ୟ ଯୁଦ୍ଧ: ଆମ ଉପରେ ଏକ ଆକ୍ରମଣ ହୋଇଛି କହି ଉଦ୍‌ବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ କାର୍ନି

5 days ago 4
ARTICLE AD BOX

ୱାସିଂଟନ/ଓଟାୱା:ଆମେରିକା ଏବଂ କାନାଡା ୱାଶିଂଟନ ମଧ୍ୟରେ ଆଲୋଚନା ଅସଫଳ ହେବା ପରେ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି, ଏକ ଖରାପ ବାଣିଜ୍ୟ ଚୁକ୍ତି ଯୋଗୁଁ ମୁଁ ଆଲୋଚନାରୁ ଓହରି ଯାଉଛି। ଏହା ସହ ସେ ଆମେରିକା ଉପରେ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। କାର୍ନି ଦାବି କରିଛନ୍ତି ଯେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଅନୁଚିତ ନୂତନ ସର୍ତ୍ତଗୁଡ଼ିକ ଅର୍ଥନୈତିକ ଭାବରେ ଲାଭଦାୟକ ନୁହେଁ।

କାନାଡାର ସାମଗ୍ରିକ ଲାଭକୁ କ୍ଷତି

ଆମେରିକାର ସର୍ତ୍ତ କାନାଡାର ସାମଗ୍ରିକ ଲାଭକୁ କ୍ଷତି ପହଞ୍ଚାଇବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଆମ ଉପରେ ଆକ୍ରମଣ ହୋଇଛି ବୋଲି କହି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ ଯାହା ସର୍ତ୍ତ ରଖିଛନ୍ତି ତାହା ଆମେ ଗ୍ରହଣ କରିପାରିବୁ ନାହିଁ, ଏବଂ ସେମାନେ ଯାହା ମାଗିଛନ୍ତି ତାହା ଆମେ ସେମାନଙ୍କୁ ଦେଇପାରିବୁ ନାହିଁ। ଆମେ ଏହି ପଦକ୍ଷେପ ଏହି ଆତ୍ମବିଶ୍ୱାସର ସହିତ ନେଉଛୁ। କାରଣ କାନାଡାର ସର୍ବୋତ୍ତମ ସ୍ୱାର୍ଥ ନେଇ ଆମେ ବେଶ୍ ସଚେତନ।

Hormuz: ହର୍ମୁଜ୍‌ରେ ପୁଣି ବଢ଼ିଲା ଉତ୍ତେଜନା: ‘ଆମେରିକୀୟ ଅଞ୍ଚଳ’ନେଇ ଟ୍ରମ୍ପଙ୍କ ପୋଷ୍ଟ୍‌କୁ ସମାଲୋଚନା କଲା ଇରାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.