US Midterm Elections: ଆମେରିକାବାସୀ ଯୁଦ୍ଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି: ଇରାନ ବାଚସ୍ପତି

1 hour ago 2
ARTICLE AD BOX

ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ବିପର୍ଯ୍ୟୟ ପରେ ଇରାନ ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ବଡ଼ ବକ୍ତବ୍ୟ ଦେଇଛନ୍ତି। ଆମେରିକାବାସୀ ନିର୍ବାଚନ ମାଧ୍ୟମରେ ଯୁଦ୍ଧକୁ ପ୍ରତ୍ୟାଖ୍ୟାନ କରିଥିବା ନେଇ ସ୍ପଷ୍ଟ...

 ଇରାନ ବାଚସ୍ପତି

ତେହେରାନ: ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ବିପର୍ଯ୍ୟୟ ପରେ ଇରାନ ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ବଡ଼ ବକ୍ତବ୍ୟ ଦେଇଛନ୍ତି। ଆମେରିକାବାସୀ ନିର୍ବାଚନ ମାଧ୍ୟମରେ ଯୁଦ୍ଧକୁ ପ୍ରତ୍ୟାଖ୍ୟାନ କରିଥିବା ନେଇ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଏବଂ ଇରାନ ଏହି ଜନମତକୁ ସମର୍ଥନ କରୁଛି ବୋଲି ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି। 

ଏହାସହିତ ସେ ଚେତାବନୀ ଦେଇଛନ୍ତି ଯେ ଯଦି ଆମେରିକା ସରକାର ନିଜ ଦେଶର ଜନମତ ପ୍ରତି ବିଶ୍ୱାସଘାତକତା କରି ଯଦି ଇରାନ ଉପରେ ପୁନଃ ଆକ୍ରମଣ କରେ ତେବେ ଏହା ଆମେରିକା ପାଇଁ ଏକ ଭୟାନକ ପରିଣାମ ସାବ୍ୟସ୍ତ ହେବ। ରିପବ୍ଲିକାନଙ୍କ ପରାଜୟ ପଛରେ ଇରାନ ଯୁଦ୍ଧ ଏବଂ ଇନ୍ଧନ ଦର ବୃଦ୍ଧି ଅନ୍ୟତମ କାରଣ ଥିଲା ବୋଲି ଟ୍ରମ୍ପ ପୂର୍ବରୁ ସ୍ୱୀକାର କରିସାରିଛନ୍ତି। କରାଯାଇପାରିବ।

Trump Statement: ପାକିସ୍ତାନ ଦ୍ବାରା ଇରାନକୁ ୪୦୦ ରକେଟ୍ ଲଞ୍ଚର ପଠାଇଥିଲା ଚୀନ୍: ଡୋନାଲ୍ଡ ଟ୍ରମ୍ପ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.