ARTICLE AD BOX
ଘରେ ପୋଷାକ ଶୁଖାଇବାକୁ ନେଇ ମଧ୍ୟ ରହିଛି ବାସ୍ତୁ ନିୟମ। ଭୁଲ ଦିଗ କିମ୍ବା ସମୟରେ ପୋଷାକ ଶୁଖାଇଲେ ଘରର ସକାରାତ୍ମକ ପରିବେଶ ପ୍ରଭାବିତ ହେବା ସହ ଅଶାନ୍ତି ଓ ଆର୍ଥିକ ସମସ୍ୟା ଦେଖାଦେଇପାରେ।
ଘରକୁ ସୁନ୍ଦର ରଖିବାଠାରୁ ଆରମ୍ଭ କରି ଘରର ପ୍ରତିଟି ଜିନିଷ କେଉଁଠି ରହିବ ସେଥିପାଇଁ ମଧ୍ୟ ଅନେକ ବାସ୍ତୁ ନିୟମକୁ ଗୁରୁତ୍ୱ ଦିଅନ୍ତି। ସେହିପରି ଘରେ ପୋଷାକ ଶୁଖାଇବା ଭଳି ଦୈନନ୍ଦିନ କାମକୁ ନେଇ ଅନେକ ବାସ୍ତୁ ବିଶ୍ୱାସ ରହିଛି। କୁହାଯାଏ ଘରେ ପୋଷାକ କେଉଁ ଦିଗରେ ଓ କେଉଁ ସମୟରେ ଶୁଖାଯାଉଛି ତାହା ଘରର ସକାରାତ୍ମକ ପରିବେଶ ସହ ଜଡ଼ିତ। ଯଦି ଆପଣ ଭୁଲ ଦିଗ କିମ୍ବା ଭୁଲ ସମୟରେ ପୋଷାକ ଶୁଖାଉଛନ୍ତି ତେବେ ଘରେ ଅଶାନ୍ତି ଓ ଆର୍ଥିକ ସମସ୍ୟା ଦେଖା ଦେଇପାରେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
5


