ARTICLE AD BOX
ମେଟ୍ରୋ ଓ ଟ୍ରେନରେ ଯାତ୍ରୀଙ୍କ ଅଜବ କାର୍ଯ୍ୟକଳାପର ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ ମେଟ୍ରୋ ଭିତରେ ଜଣେ ମହିଳାଙ୍କ ଅଜବ ଅନ୍ଦାଜକୁ ନେଇ ଚର୍ଚ୍ଚା ଜୋର ଧରିଛି।
ପ୍ରତିଦିନ ସୋସିଆଲ ମିଡିଆ ଖୋଲିଲେ କିଛି ନା କିଛି ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି। ଆଉ ମେଟ୍ରୋ ଓ ଟ୍ରେନର କଥା କହିଲେ ନ ସରେ। କେତେବେଳେ ଚୋରି ତ ଆଉ କେତେବେଳେ ଯାତ୍ରୀଙ୍କ ଅସ୍ୱାଭାବିକ ଆଚରଣର ଭିଡିଓ ସାମ୍ନାକୁ ଆସୁଛି। ଏସବୁ ଭିତରେ ନିକଟରେ ମେଟ୍ରୋ ଭିତରେ ଜଣେ ମହିଳାଙ୍କ ଅଜବ କାର୍ଯ୍ୟକଳାପ ଏବେ ଚର୍ଚ୍ଚାରେ ରହିଛି। ମହିଳାଙ୍କ ଏଭଳି ଅନ୍ଦାଜ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
7


