ARTICLE AD BOX
ମେଷ: ରବିବାର ଅଶାନ୍ତିର ନିବାରଣ ହେବ। ସୋମ ଓ ମଙ୍ଗଳବାର ଚାକିରି ବ୍ୟବସାୟରେ ପ୍ରଗତି ହେବ। ବୁଧ, ଗୁରୁ ଓ ଶୁକ୍ରବାର ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ। ଶନିବାର ଖର୍ଚ୍ଚ ବଢ଼ିପାରେ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ରବିବାର ନିଜର କର୍ତ୍ତବ୍ୟ ପ୍ରତି ସଚେତନ ରହନ୍ତୁ। ସୋମ ଓ ମଙ୍ଗଳବାର ଧର୍ମକାର୍ଯ୍ୟ ଆଡ଼କୁ ମନ ଢ଼ଳି ରହିବ। ବୁଧ, ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଉନ୍ନତି ହେବ। ଶନିବାର ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ରବିବାର ଇଚ୍ଛା ପୂରଣ ହେବ। ସୋମ ଓ ମଙ୍ଗଳବାର ମାନିସକ ଅସ୍ଥିରତା ଲାଗି ରହିପାରେ। ବୁଧ, ଗୁରୁ ଓ ଶୁକ୍ରବାର ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଶନିବାର ବିକାଶ କାର୍ଯ୍ୟର ଗତି ଦ୍ରୁତ ହେବ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ରବିବାର ଭାବିଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ବୁଧ, ଗୁରୁ ଓ ଶୁକ୍ରବାର ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହଯୋଗ ପାଇବେ। ଶନିବାର ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ରବିବାର ପରିବାର ସହିତ ସମୟ ବିତାଇବେ। ସୋମ ଓ ମଙ୍ଗଳବାର କ୍ୟାରିୟର ସମ୍ବନ୍ଧରେ ଭଲ ସୁଯୋଗ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶନିବାର ମାନସିକ ଅଶାନ୍ତି ବୃଦ୍ଧି ହେବ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ରବିବାର ପାରିବାରିକ ସୁଖଯୋଗ ରହିଛି। ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର ରାଜନୀତିରେ ଉଚ୍ଚ ପଦବି ମିଳିପାରେ। ଶନିବାର ପ୍ରେମ ଜୀବନ ଭଲ ରହିବ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ତୁଳା: ରବିବାର ମନ ଆଧ୍ୟାତ୍ମିକ ଦିଗକୁ ଢଳି ରହିବ। ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଯୋଗଦେବେ। ବୁଧ, ଗୁରୁ ଓ ଶୁକ୍ରବାର ମନରେ ଥିବା ଯୋଜନା ସଫଳ ହେବ। ଶନିବାର ଭ୍ରମଣ ସୁଖଦ ରହିବ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ରବିବାର ଧନପ୍ରାପ୍ତି ପାଇଁ ଉତ୍ସ ପାଇବେ। ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଭଲଭାବେ କାମ କରିବେ। ବୁଧ, ଗୁରୁ ଓ ଶୁକ୍ରବାର ଅଫିସ୍ରେ ନୂଆ କାମ ମିଳିପାରେ। ଶନିବାର ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ରବିବାର ଭାଗ୍ୟରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର ବ୍ୟବସାୟରେ ମନମୁତାବକ ଫଳ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର ପାରିବାରିକ ଜୀବନ ସୁଖକର ହେବ। ଶନିବାର ଜମି କିମ୍ବା ଗାଡ଼ି ବିକାକିଣା ହେବ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ରବିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ ଓ ମଙ୍ଗଳବାର ବେପାରରେ ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର ଅନାବଶ୍ୟକ ବିବାଦଠାରୁ ଦୂରରେ ରହନ୍ତୁ। ଶନିବାର କିଛି ଭଲ ଲୋକଙ୍କ ସହିତ ସାକ୍ଷାତ ହେବ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ରବିବାର ରାଜନୀତିରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ବୁଧ, ଗୁରୁ ଓ ଶୁକ୍ରବାର ଜୀବନରେ ଖୁସିର ଆଗମନ ହେବ। ଶନିବାର ଆୟରେ ବୃଦ୍ଧି ହେବ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ରବିବାର ମାନପ୍ରତିଷ୍ଠା ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ବୁଧ, ଗୁରୁ ଓ ଶୁକ୍ରବାର ଅଜଣା ବ୍ୟକ୍ତିଙ୍କୁ ବିଶ୍ବାସ କରନ୍ତୁନାହିଁ। ଶନିବାର ଘରକୁ ବନ୍ଧୁ ଯା’ଆସ କରିବେ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

1 week ago
6


