ଅସୁରକ୍ଷିତ ଜଳଯାତ୍ରା

4 days ago 3
ARTICLE AD BOX

କେରାପୁଟ, ରାୟଗଡ଼ା ଏବଂ ନବରଂଗପୁର ଜିଲ୍ଲା ଦେଇ ପ୍ରବାହିତ ନଦୀଗୁଡ଼ିକରେ ଜଳସ୍ତର ବଢ଼ିଛି। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି। ଗ୍ରାମବାସୀ ଜୀବନକୁ ବାଜି ଲଗାଇ ନାଳ ପାର ହେଉଥିବା ଦେଖିବାକୁ ମିଳିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.