ARTICLE AD BOX
ପାରଳାଖେମୁଣ୍ଡିସ୍ଥିତ ଏସ୍କେସିଜି କଲେଜରେ ଛାତ୍ର ଅଶାନ୍ତି। ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ବର୍ଷା ସତ୍ତ୍ବେ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
6


