ଖସିଲା ସୁନା ରୂପା ଦର | Gold & Silver Prices Drop Ahead Of Dhanteras; Atta Rates Surge | Argus News

1 hour ago 2
ARTICLE AD BOX


ଖସିଲା ସୁନା ରୂପା ଦର | Gold & Silver Prices Drop Ahead Of Dhanteras; Atta Rates Surge | Argus News ଧନତେରସ୍, ଦୀପାବଳି ଓ ବିବାହ ଋତୁ ପୂର୍ବରୁ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ବଜାରରେ ସୁନା ଓ ରୂପା ଦର ଖସିବାରେ ଲାଗିଛି; ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୨୭ ହଜାର ଟଙ୍କା ଥିବା ବେଳେ ଆଗାମୀ ଦୁଇ ଦିନରେ ଏହା ୧ ଲକ୍ଷ ୨୦ ହଜାରକୁ ଖସିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେପଟେ କିନ୍ତୁ ସାଧାରଣ ଖାଉଟିଙ୍କ ରୋଷେଇ ଘର ଉପରେ ଚଡ଼କ ପଡ଼ିଛି; ଗତ ୧୦ ଦିନ ମଧ୍ୟରେ ଅଟା, ମଇଦା ଓ ସୁଜି ଭଳି ଗହମଜାତ ସାମଗ୍ରୀର ମୂଲ୍ୟରେ ପ୍ରାୟ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ଘଟିଛି। #GoldRateToday #SilverPriceDrop #DhanterasShopping #MarketAnalysis #PriceRise #KitchenInflation #DiwaliOffers #GoldPriceUpdate #EconomicNews #BusinessUpdate #ArgusNews #OdishaNews #OdiaNews #BreakingNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.