ARTICLE AD BOX
ଗୋଟିଏ ଲାଠି ମାସ ମାସର ପରିକ୍ରମା | Jeypore Historic Lathi Yatra: Unique Dussehra Tradition | Argus News ଜୟପୁରର ରାଜା-ରାଜୁଡ଼ା ଅମଳର ପ୍ରସିଦ୍ଧ ‘ଲାଠି ଯାତ୍ରା’ ଦଶହରାରେ ଗ୍ରାମୀଣ ଆସ୍ଥା ଓ ରାଜକୀୟ ଐତିହ୍ୟର ଏକ ଅନନ୍ୟ ସଙ୍ଗମ ସୃଷ୍ଟି କରିଛି, ଯେଉଁଠି ଗ୍ରାମଦେବୀଙ୍କ ପ୍ରତୀକ ଲାଠି ମା’ ଭଗବତୀଙ୍କ ପୀଠରେ ଏକତ୍ରିତ ହୁଅନ୍ତି। ଆସିବାକୁ ୨-୩ ଦିନ ଲାଗୁଥିବା ବେଳେ ଫେରିବା ବାଟରେ ବିଭିନ୍ନ ଗାଁରେ ପୂଜାର୍ଚ୍ଚନା ଓ ଆତିଥ୍ୟ ଗ୍ରହଣ କରି ଗ୍ରାମଦେବୀଙ୍କ ଲାଠି ଫେରିବାକୁ ପ୍ରାୟ ୨ ରୁ ୩ ମାସ ସମୟ ଲାଗିଯାଏ। ଢୋଲ-ମାଦଳର ତାଳ, ପାରମ୍ପରିକ ଶସ୍ତ୍ର ପ୍ରଦର୍ଶନ ଏବଂ ପିଢ଼ି ପରେ ପିଢ଼ି ବଞ୍ଚି ରହିଥିବା ଏହି ଆଦିବାସୀ ଲୋକକଳା ଜୟପୁର ଦଶହରାକୁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। #JeyporeLathiYatra #JeyporeDussehra #MaaBhagabati #KoraputNews #LathiYatra #OdishaTradition #TribalCultureOdisha #DussehraSpecial #MaaPendarani #JeyporeHeritage #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
4


