ARTICLE AD BOX
ରାଜ୍ୟରେ ଦୀର୍ଘ ୮ ବର୍ଷର ବ୍ୟବଧାନରେ ଛାତ୍ର ସଂସଦ ନିର୍ବାଚନର ଆୟୋଜନ ହୋଇଛି। ଏଥି ପାଇଁ ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। କେଉଁ କଲେଜରେ କାହାକୁ କେଉଁ ପଦବି ମିଳିବ, ସନ୍ଧ୍ୟା ସୁଦ୍ଧା ଫଳାଫଳ ଆସିଯିବ।
ଭଦ୍ରକ କଲେଜରେ ଭୋଟିଂ ଆରମ୍ଭ କଡ଼ା ପୁଲିସ ସୁରକ୍ଷା ବଳୟ ଭିତରେ ଚାଲୁଛି ଭୋଟିଂ। ଫଟୋ: ହରିହର ନାୟକAdvertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
4


