ପୀଠେ ସପ୍ତମୀ ମଣ୍ଡପରେ ଷଷ୍ଠୀ | Maha Saptami Celebrations Across Major Shakti Pithas | Argus News

1 week ago 5
ARTICLE AD BOX


ପୀଠେ ସପ୍ତମୀ ମଣ୍ଡପରେ ଷଷ୍ଠୀ | Maha Saptami Celebrations Across Major Shakti Pithas | Argus News ପବିତ୍ର ମହାସପ୍ତମୀରେ ଆଧ୍ୟାତ୍ମିକତାରେ ପ୍ରକମ୍ପିତ ହୋଇଉଠିଛି ଓଡ଼ିଶାର ପ୍ରମୁଖ ଶକ୍ତିପୀଠ। ପୁରୀ ଶ୍ରୀକ୍ଷେତ୍ରରେ ଦୁର୍ଗା-ମାଧବଙ୍କ ଗୁପ୍ତ ଗୁଣ୍ଡିଚା ବିଜେ ସହ ନିଶାର୍ଦ୍ଧରେ ମା’ ବିମଳାଙ୍କ ନିକଟରେ ଗୁପ୍ତ ଆମିଷ ଭୋଗର ରହିଛି ପରମ୍ପରା। ଅନ୍ୟପଟେ କଟକ ଚଣ୍ଡୀ, ଗଡ଼ଚଣ୍ଡୀ, ଯାଜପୁରର ଅଧିଷ୍ଠାତ୍ରୀ ଦ୍ୱିଭୂଜା ମା’ ବିରଜା, ବାରିପଦାର ମା’ ଅମ୍ବିକା ଓ ବୌଦ୍ଧର ପୀଠଗୁଡ଼ିକରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଅନୁଷ୍ଠିତ ହେଉଛି ଭବ୍ୟ ସପ୍ତମୀ ପୂଜା। ମା’ କାଳରାତ୍ରୀଙ୍କ ଦିବ୍ୟ ରୂପ ଦର୍ଶନ ଓ ପାଦ ସ୍ପର୍ଶ ପାଇଁ ସକାଳୁ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି। #MahaSaptami #DurgaPuja #PuriJagannathTemple #MaaBimala #MaaBirajaJajpur #CuttackChandi #Gadachandi #MaaAmbika #ShaktiPitha #OdishaTradition #DurgaPujaSpecial #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.