ARTICLE AD BOX
ଉତ୍ତରପ୍ରଦେଶର ବାରଣାସୀ ଏବଂ ଦିଲ୍ଲୀ ମଧ୍ୟରେ ଦ୍ବିତୀୟ ବନ୍ଦେ ଭାରତ ଟ୍ରେନ୍ ସେବା ଆରମ୍ଭ ହୋଇଛି। ଏହି ଟ୍ରେନ୍ ଉତ୍ତରପ୍ରଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍। ଏହି ସେବା ଆରମ୍ଭ ହେବା ଦ୍ବାରା ଯାତ୍ରୀମାନଙ୍କର ଯାତ୍ରା ଆହୁରି ଆରାମଦାୟକ ହୋଇପାରିଛି। ତେବେ ଏହି ଟ୍ରେନ୍ର ବୁକିଂ ଆରମ୍ଭ ହୋଇଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

52 minutes ago
2


