ARTICLE AD BOX
ବିଜୟଙ୍କୁ ଥରେ ଆଲିଙ୍ଗନ କରିବି… ତା’ପରେ ମରିବି। ଦିଲ୍ଲୀର ରାସ୍ତା ମଝିରେ ଏମିତି ଜିଦ୍ ଧରିଲେ ମହିଳା, ଯାହାକୁ ଦେଖି ପୁଲିସ ବି ହୋଇଗଲା ହତବାକ୍। ଜନ୍ତର ମନ୍ତର ନିକଟ ଟ୍ରାଫିକ୍ ସିଗ୍ନାଲ୍ରେ ଏ ମହିଳାଜଣକ କରିଥିବା ହଙ୍ଗାମା ଏବେ ଭାଇରାଲ ହେବାରେ ଲାଗିଛି।
ବିଜୟଙ୍କୁ ଥରେ ଆଲିଙ୍ଗନ କରିବି… ତା’ପରେ ମରିବି। ଦିଲ୍ଲୀର ରାସ୍ତା ମଝିରେ ଏମିତି ଜିଦ୍ ଧରିଲେ ମହିଳା, ଯାହାକୁ ଦେଖି ପୁଲିସ ବି ହୋଇଗଲା ହତବାକ୍। ଜନ୍ତର ମନ୍ତର ନିକଟ ଟ୍ରାଫିକ୍ ସିଗ୍ନାଲ୍ରେ ଏ ମହିଳାଜଣକ କରିଥିବା ହଙ୍ଗାମା ଏବେ ଭାଇରାଲ ହେବାରେ ଲାଗିଛି। ତେବେ କାହିଁକି ବିଜୟଙ୍କୁ ଭେଟିବା ପାଇଁ ଏମିତି ଅଜବ ଜିଦ୍ ଧରିଥିଲେ ମହିଳା?ଆଉ ମହିଳାଙ୍କୁ ରାସ୍ତାରୁ ହଟାଇବା ପାଇଁ କ’ଣ କଲା ପୁଲିସ? ଆସନ୍ତୁ ଜାଣିବା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
4


