ARTICLE AD BOX
ଭଦ୍ରକ ଜିଲ୍ଲାର ବିଭିନ୍ନ କଲେଜରେ ଛାତ୍ର ରାଜନୀତି ଜୋର ଧରିଛି। ଆଜି ୧୦ଟାରୁ ଆରମ୍ଭ ହୋଇଥିବା ନାମାଙ୍କନ ପରେ କିଛି କଲେଜରେ ଚାପା ଉତ୍ତେଜନା ଦେଖାଯାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଛି।
/sambad/media/media_files/2026/10/09/whatsapp-image-2026-10-09-10-54-59.jpeg)
/sambad/media/media_files/2026/10/09/whatsapp-image-2026-10-09-10-56-09.jpeg)
ଭଦ୍ରକ ମହିଳା କଲେଜ ନିର୍ବାଚନ ବାତିଲ ହୋଇଛି। ନିର୍ବାଚନ ବାତିଲ ହେବା ପରେ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିବା ଛାତ୍ରୀମାନେ ଶେଷରେ ଫେରିଯାଇଛନ୍ତି। ନିର୍ବାଚନ ବାତିଲକୁ ବିରୋଧ କରାଯାଇଛି।
1/3
/sambad/media/media_files/2026/10/09/whatsapp-image-2026-10-09-10-56-54.jpeg)
ଭଦ୍ରକ କଲେଜ ଏବିଭିପି କାର୍ଯ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମହୋଲ ଦେଖିବାକୁ ମିଳିଛି। ଛାତ୍ରନେତାମାନେ ନାମାଙ୍କନ ପାଇଁ ପ୍ରସ୍ତୁତ ହେଉଛନ୍ତି।
2/3
/sambad/media/media_files/2026/10/09/whatsapp-image-2026-10-09-10-57-43.jpeg)
3/3
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
5


