ARTICLE AD BOX
ଅବକାରୀ ନିୟମ ଉଲ୍ଲଂଘନ କରି ନବରଂଗପୁର ଜିଲ୍ଲାରେ ବ୍ୟାପକ ଭାବେ ବେଆଇନ ମଦ ବ୍ୟବସାୟ ଚାଳିଛି। ଦେଶୀ ଓ ବିଦେଶୀ ମଦ କାଉଣ୍ଟର ଖୋଲାଯାଇଛି। ଏହି ମଦ ଦୋକାନ ଓ ମଦ୍ୟପ ମାନଙ୍କ ଦ୍ବାରା ଅଶାନ୍ତି ବାତାବରଣ ସୃଷ୍ଟି ହେବା ସହ ବହୁ ଘର ଉଜୁଡି ଗଲାଣି ବୋଲି ନବରଙ୍ଗପୁର ଜିଲ୍ଲା ନାରୀ ମହାସଂଘ ପକ୍ଷରୁ କୁହାଯାଇଛି। କୋଷାଗୁମୁଡ଼ା ବ୍ଲକର ବଡଟେମରା, ସନ୍ତୋଷପୁର, ନବରଙ୍ଗପୁର ବ୍ଲକର କୁସୁମି ଆଦି ଗାଁର ଶହ ଶହ ମହିଳାମାନେ ହାତରେ ବାଉଁଶ ଠେଙ୍ଗାଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
6


