5 Indians rescued : ହର୍ମୁଜ ପ୍ରଣାଳୀରେ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼

3 weeks ago 7
ARTICLE AD BOX

: ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ଲାଗି ରହିଥିବାବେଳେ କୁଏତ୍‌ ପତାକା ବହନ କରୁଥିବା ଏକ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଜାହାଜରେ ଥିବା ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

 ହର୍ମୁଜ ପ୍ରଣାଳୀରେ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼

ଦୁବାଇ: ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ଲାଗି ରହିଥିବାବେଳେ କୁଏତ୍‌ ପତାକା ବହନ କରୁଥିବା ଏକ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଜାହାଜରେ ଥିବା ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଓମାନରେ ଥିବା ଭାରତୀୟ ଦୂତାବାସ ଶନିବାର ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛି ଯେ, ଏମ୍‌ଟି କାଜିମାହ ତୃତୀୟ ଜାହାଜରେ ଥିବା ପାଞ୍ଚ ଜଣ ଭାରତୀୟଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଦୂତାବାସ ସମନ୍ୱୟ କରିଛି ଓ ସମସ୍ତଙ୍କୁ ସୁରକ୍ଷିତ ଭାବରେ କୂଳକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାରକାର୍ଯ୍ୟରେ ସହାୟତା ଓ ସେମାନଙ୍କ ନିରନ୍ତର ସମର୍ଥନ ପାଇଁ ଓମାନୀ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି। ଭାରତୀୟ ଦୂତାବାସ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିନାହାନ୍ତି।

ତିରୁଅନନ୍ତପୁରମ୍‌ କର୍ପୋରେସନ କାଉନସିଲର୍‌ ପଦରୁ ଶ୍ରୀଲେଖାଙ୍କ ଇସ୍ତଫା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.