ARTICLE AD BOX
ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଳକ ୫୩ ନମ୍ବର ଜାତୀୟ ରାଜପଥ ମୁକ୍ତାପସୀ ମେଡିକାଲ ଛକରେ ଆଜି ଭୋର ପ୍ରାୟ ସାଢେ ୩ଟା ବେଳେ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି l ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ...
Two people were killed Photograph: (sambad.in)ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ବ୍ଳକ ୫୩ ନମ୍ବର ଜାତୀୟ ରାଜପଥ ମୁକ୍ତାପସୀ ମେଡିକାଲ ଛକରେ ଆଜି ଭୋର ପ୍ରାୟ ସାଢେ ୩ଟା ବେଳେ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି l ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ମୃତକ ଦୁଇ ଜଣଙ୍କ ସହ ଗୁରୁତରଙ୍କ ଘର ପଥର ଖମ୍ବ ଗାଁରେ ବୋଲି ଜଣାପଡିଛିl
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

16 hours ago
4


