ARTICLE AD BOX
କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ଗୁନେଇପଡା ସେବାଶ୍ରମ ସ୍କୁଲ ଦାଣ୍ଡରେ ଭାଲୁ ରହିଥିଲା। ସକାଳୁ ସକାଳୁ ଭାଲୁକୁ ଦେଖି ଛାତ୍ରଛାତ୍ରୀ ଏପରିକି ଶିକ୍ଷକମାନେ ବି ସ୍କୁଲ କୁ ଯାଇନଥିଲେ | ସ୍କୁଲ ପିଲାମାନେ ଭୟରେ ସ୍କୁଲକୁ ଯାଇପାରିନଥିଲେ।
A bear was found at Sevashram School in Lamtaput Photograph: (SAMBAD.IN)ଲମତାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ଗୁନେଇପଡା ସେବାଶ୍ରମ ସ୍କୁଲ ବାରଣ୍ଡାରେ ଭାଲୁ ରହିଥିଲା। ସକାଳୁ ସକାଳୁ ଭାଲୁକୁ ଦେଖି ଛାତ୍ରଛାତ୍ରୀ ଏପରିକି ଶିକ୍ଷକମାନେ ବି ସ୍କୁଲ କୁ ଯାଇନଥିଲେ | ସ୍କୁଲ ପିଲାମାନେ ଭୟରେ ସ୍କୁଲକୁ ଯାଇପାରିନଥିଲେ। ଗ୍ରାମବାସୀଙ୍କ ସହାୟତାରେ ଭାଲୁକୁ ସେଠାରୁ ଘଉଡ଼ାଇବା ପରେ ସମସ୍ତେ ସ୍କୁଲକୁ ଯାଇଥିଲେ |
Murder: ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା: ସ୍ୱାମୀ, ଶାଶୁ ଓ ଶ୍ୱଶୁର ଅଟକ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
5


