ARTICLE AD BOX
ହାଇଦ୍ରାବାଦ ହସ୍ପିଟାଲର ଡାକ୍ତର ପ୍ରଭାସଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି। ଡାକ୍ତର ନିଜ ପୋଷ୍ଟରେ ପ୍ରଭାସଙ୍କ ଚିକିତ୍ସା କରୁଥିବା ନେଇ କହିଛନ୍ତି। ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।
ପ୍ରଭାସଙ୍କୁ ନେଇ ଏବେ ଫ୍ୟାନ୍ସଙ୍କ ଚିନ୍ତା ବଢ଼ିଛି। ହାଇଦ୍ରାବାଦ ହସ୍ପିଟାଲର ଅର୍ଥୋପେଡିକ୍ ଡାକ୍ତର, ପ୍ରଭାସଙ୍କ ସହ ଏକ ଫଟୋ ସେୟାର କରିବା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଡାକ୍ତର ନିଜ ପୋଷ୍ଟରେ ପ୍ରଭାସଙ୍କ ଚିକିତ୍ସା କରୁଥିବା ନେଇ କହିବା ସହ ତାଙ୍କ ବିଷୟରେ ଅନେକ କଥା ସେୟାର କରିଛନ୍ତି । ଏହି ପୋଷ୍ଟକୁ ଦେଖିବା ପରେ ହିଁ ପ୍ରଭାସଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
4


