Bull: ବାଙ୍କୀରେ ଚାଞ୍ଚଲ୍ୟ: ବୋମା ଖାଇ ଷଣ୍ଢ ମୃତ

1 day ago 4
ARTICLE AD BOX

ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଗାଁ ନିକଟ ଜଙ୍ଗଲରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିନା ବୋମା ଖାଇ ଗୋଟିଏ ଷଣ୍ଢ ଗୁରୁତର ଆହତ ହୋଇଥିଲା। ବାଙ୍କୀ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଟିମ ପହଁଚି ଷଣ୍ଢଟିର ଚିକିତ୍ସା ଜାରି ରଖିଥିବା ବେଳେ ତାର ମୃତ୍ୟୁ ଘଟିଛି।

 (sambad.in) A bull was died after it ate a bomb Photograph: (sambad.in)

ବାଙ୍କୀ: କଟକଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଗାଁ ନିକଟ ଜଙ୍ଗଲରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିନା ବୋମା ଖାଇ ଗୋଟିଏ ଷଣ୍ଢ ଗୁରୁତର ଆହତ ହୋଇଥିଲା। ବାଙ୍କୀ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଟିମ ପହଁଚି ଷଣ୍ଢଟିର ଚିକିତ୍ସା ଜାରି ରଖିଥିବା ବେଳେ ତାର ମୃତ୍ୟୁ ଘଟିଛି।

ବୋମା କିଏ ରଖିଥିଲା?

ତେବେ ବୋମା କିଏ ରଖିଥିଲା, ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Aparajita Sarangi: ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ ଦେଲେ ଅପରାଜିତା ଷଡ଼ଙ୍ଗୀ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.