Campaign: ସଲୋନି ସୋରିଷ ତେଲର ନୂଆ ଅଭିଯାନ ‘ଗୟା‌ ତେଲ ଲେନେ’

1 day ago 5
ARTICLE AD BOX

ସଲୋନି ମଷ୍ଟାର୍ଡ ଅଏଲ୍‌ (ସୋରିଷ ତେଲ) ପକ୍ଷରୁ ବ୍ରାଣ୍ଡ୍‌ ଆମ୍ବାସଡର୍‌ ତଥା ବଲିଉଡ୍‌ ତାରକା ରଣବୀର କପୁରଙ୍କୁ ନେଇ ନୂଆ ଅଭିଯାନ ‘ଗୟା ତେଲ୍‌ ଲେନେ’ ପ୍ରସ୍ତୁତ କରାଯାଇଛି। ଏଥିରେ ଏହି ପୁରୁଣା କଥାକୁ ଅତି ଚମତ୍କାର ଢଙ୍ଗ‌ରେ ଉପସ୍ଥାପନ କରାଯାଇଛି।

 ସଲୋନି ସୋରିଷ ତେଲର ନୂଆ ଅଭିଯାନ ‘ଗୟା‌ ତେଲ ଲେନେ’

ଭୁବନେଶ୍ବର: ସଲୋନି ମଷ୍ଟାର୍ଡ ଅଏଲ୍‌ (ସୋରିଷ ତେଲ) ପକ୍ଷରୁ ବ୍ରାଣ୍ଡ୍‌ ଆମ୍ବାସଡର୍‌ ତଥା ବଲିଉଡ୍‌ ତାରକା ରଣବୀର କପୁରଙ୍କୁ ନେଇ ନୂଆ ଅଭିଯାନ ‘ଗୟା ତେଲ୍‌ ଲେନେ’ ପ୍ରସ୍ତୁତ କରାଯାଇଛି। ଏଥିରେ ଏହି ପୁରୁଣା କଥାକୁ ଅତି ଚମତ୍କାର ଢଙ୍ଗ‌ରେ ଉପସ୍ଥାପନ କରାଯାଇଛି। ଲୋକମାନଙ୍କ ଦୈନନ୍ଦିନ ଜୀବନ ସହିତ ଏହାକୁ ଯୋଡ଼ିବା ପାଇଁ ପ୍ରୟାସ କରାଯାଇଛି।

ଆହୁରି ପଢନ୍ତୁ :'Trends Great Puja Style Icon': ଟ୍ରେଣ୍ଡସ ଗ୍ରେଟ୍‌ ପୂଜା ଷ୍ଟାଇଲ୍‌ ଆଇକନ୍‌ ଜିତିଲେ ୟଶରାଜ ଓ ଦିପ୍ତିମୟୀ

 ଯଦି କେହି ତେଲ ଆଣିବାକୁ ଯାଉଛି, ତେବେ ସେ ସଲୋନି ସୋରିଷ ତେଲ ନେଇକି ଆସିବ ବୋଲି ଏଥି‌‌ରେ ପ୍ରଦର୍ଶିତ କରାଯାଇଛି। ଗୟା ତେଲ୍‌ ଲେନେ ଭଳି ଏକ ଚିରାଚରିତ କଥାକୁ ରଣବୀର ମଜାଦାର ଢଙ୍ଗରେ ସହଜ, ମନୋରଞ୍ଜନଧର୍ମୀ ଓ ସ୍ମରଣୀୟ କରିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.