Deadline: ଆଇପିଏଲ୍ ଖେଳାଳି ରିଟେନ୍‌ସନ୍ ୨ ଦିନ ବଢ଼ିଲା

1 hour ago 1
ARTICLE AD BOX

ଆଇପିଏଲ୍ ଫ୍ରାଞ୍ଚାଇଜିଗୁଡ଼ିକ ପାଇଁ ଖେଳାଳି ରିଟେନ୍‌ସନ୍ ତାଲିକା ଦାଖଲ ସମୟସୀମାକୁ ୨ ଦିନ ବଢ଼ାଇଛି ବିସିସିଆଇ। ଏବେ ଦଳଗୁଡ଼ିକ ନଭେମ୍ବର ୧୭ ସୁଦ୍ଧା ନିଜ ନିକଟରେ ରଖିବା ଓ ଛାଡ଼ିବାକୁ ଥିବା ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ କରିପାରିବେ।

 ଆଇପିଏଲ୍ ଖେଳାଳି ରିଟେନ୍‌ସନ୍ ୨ ଦିନ ବଢ଼ିଲା

ମୁମ୍ବାଇ: ଆଇପିଏଲ୍ ଫ୍ରାଞ୍ଚାଇଜିଗୁଡ଼ିକ ପାଇଁ ଖେଳାଳି ରିଟେନ୍‌ସନ୍ ତାଲିକା ଦାଖଲ ସମୟସୀମାକୁ ୨ ଦିନ ବଢ଼ାଇଛି ବିସିସିଆଇ। ଏବେ ଦଳଗୁଡ଼ିକ ନଭେମ୍ବର ୧୭ ସୁଦ୍ଧା ନିଜ ନିକଟରେ ରଖିବା ଓ ଛାଡ଼ିବାକୁ ଥିବା ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ କରିପାରିବେ।

ଆହୁରି ପଢନ୍ତୁ :Dead: ସମୁଦ୍ରରେ ଭାସିଗଲେ ୩ ବେଙ୍ଗାଲୁରୁ ଇଞ୍ଜିନିୟର୍‌

ପୂର୍ବରୁ ଏହି ସମୟସୀମା ନଭେମ୍ବର ୧୫ ଥିଲା। ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ନଭେମ୍ବର ୧୫ରେ ଥିବାରୁ ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ଆଇପିଏଲ୍ ମିନି ନିଲାମ ଡିସେମ୍ବର ୧୬ରେ ଗୋଆରେ ହେବା ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.