Death: ବିଲରେ ହଳ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

3 days ago 3
ARTICLE AD BOX

ଜଗତସିଂହପୁର ସଦର ଥାନା ବେନୁଖଣ୍ଡାରେ ଅଘଟଣ। ବିଲରେ ହଳ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ। ମୃତକ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 (sambad.in) Two youths died due to electrocution while ploughing in the field. Photograph: (sambad.in)

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ବେନୁଖଣ୍ଡାରେ ଅଘଟଣ। ବିଲରେ ହଳ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ। ମୃତକ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ।

ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

ଗୁରୁତର ଅବସ୍ଥାରେ ସଦର ମେଡିକାଲକୁ ଅଣାଯିବା ପରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କଲେ। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Collapsed: ବନ୍ଧ ଭାଙ୍ଗି ଚାଷଜମିରେ ବାଲିଚର, ନିମ୍ନମାନର କାମକୁ ନେଇ ଅଭିଯୋଗ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.