Durga puja: ଝଲସୁଛି ରୌପ୍ୟନଗରୀ

1 week ago 6
ARTICLE AD BOX

ରୁପାର ସହର ‘କଟକ’ ଝଲସୁଛି। ଶାରଦୀୟ ଦୁର୍ଗାପୂଜା ପାଇଁ କଟକରେ ପ୍ରାୟ ୨୦୦ଟି ସ୍ଥାନରେ ମା’ ଦୁର୍ଗାଙ୍କ ପୂଜା ଜାରି ଥିବା ବେଳେ ସହରସାରା ରାସ୍ତାରେ ରଂଗୀନ ଆଲୁଅ ଦର୍ଶକଙ୍କୁ ଆକର୍ଷଣ କରୁଛି। ଚିକିମିକି ଲାଇଟ୍‌ ଦର୍ଶକଙ୍କ ପାଦ ଅଟକାଇ ଦେଉଛି।

 ଝଲସୁଛି ରୌପ୍ୟନଗରୀ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.